ହସ୍ତ ବିମ୍ବ Hasta bimba

  • ସଂ. ବି—(ହସ୍ତ+କିମ୍ବ) — ସ୍ଥାସକ; ଚନ୍ଦନାଦିଦ୍ୱାରା ହେହ ବିଲେପନ ବିଶେଷ। ଗନ୍ଧଦ୍ରବ୍ୟ ଚୂର୍ଣ୍ଣ ବିଶେଷ। (ଶବ୍ଦକଳ୍ପଦ୍ରୁମ) — A sort of toilet powder or paste
  • ସଂ. ବି—(ହସ୍ତ+କିମ୍ବ) — କରର ପ୍ରତିବିମ୍ବ — The reflection or image of the hands