ହସ୍ତ ବାରଣ Hastā bāraṇa
- ସଂ. ବି—( 3 ୟା ତତ୍; ହସ୍ତ=ହାତ+ବାରଣ=ନିବାରଣ — କର ଚାଳନଦ୍ୱାରା ନିଷେଧନ; କରଦ୍ୱାରା ନିବାରଣରୂପ ସଙ୍କେତ — A sign made by the hands indicating to a person to desist
- ସଂ. ବି—( 3 ୟା ତତ୍; ହସ୍ତ=ହାତ+ବାରଣ=ନିବାରଣ — ମାରଣୋଦ୍ୟତ ବ୍ଯକ୍ତିକୁ ହାତଦ୍ୱାରା ବାଧା ପ୍ରଦାନ — Preventing a person by the hands from striking