ହସ୍ତ ବଳା Hasta balā
- ଦେ. ବି ଓ ବିଣ — ହାତବଳା; ଗୋଟିଏ ଦ୍ରବ୍ୟ ଗଢ଼ିବା ପୂର୍ବରୁ ହସ୍ତକୁଶଳତା ପରୀକ୍ଷା କରିବା ପାଇଁ କାରିଗର ପ୍ରଥମେ ଯେଉଁ ବସ୍ତୁକୁ ଗଢ଼େ — A sample which an artist makes as a trial before. preparing the actual article
- ଦେ. ବି ଓ ବିଣ — [ଉ— ତୋତେ ଆଗ ଗଢ଼ିବ ବୋଲି କୁଶଧରୀ, ହସ୍ତକଳା କରି ଗଢ଼ିଲା ଅପସରି—କୃଷ୍ଣସିଂହ, ମହାଭାରତ।