ହସ୍ତ ବଲ୍ଲରୀ Hasta ballarī

  • ସଂ. ବି—( 6 ଷ୍ଠୀ ତତ୍; ହସ୍ତ+ବଲ୍ଲରୀ) — ଆଙ୍ଗୁଠି — Finger
  • ସଂ. ବି—( 6 ଷ୍ଠୀ ତତ୍; ହସ୍ତ+ବଲ୍ଲରୀ) — (ଉ—କାହା ହସ୍ତକ ହସ୍ତବଲ୍ଲରୀ, କରମଣ୍ଡନ— ମାନଙ୍କୁ ଧରି—ଦୀନକୃଷ୍ଣ, ରସକଲ୍ଲୋଳ।