ହସ୍ତ ନୌପୁଣ୍ୟ Hasta nāīpuṇya

  • ସଂ. ବି—( 6 ଷ୍ଠୀ ତତ୍, ହସ୍ତ+ନୈପୁଣ୍ଯ) — ହସ୍ତ ଚାଳନରେ ଦକ୍ଷତା; ହସ୍ତ ଲାଘବ — Dexterity in the use of the hands
  • ସଂ. ବି—( 6 ଷ୍ଠୀ ତତ୍, ହସ୍ତ+ନୈପୁଣ୍ଯ) — ହାତର କାରିଗରି — Skill or dexterity in handi- craft; craftsmanship