ହସ୍ତ ଚ୍ୟୁତ Hasta chyuta

  • ସଂ. ବିଣ ( 5 ମୀ ତତ୍; ହସ୍ତ+ଚ୍ୟୁତ) — ହସ୍ତରୁ ବିଚ୍ୟୁତ; ହସ୍ତରୁ ଭ୍ରଷ୍ଟ — Slipped out of one's hands
  • ସଂ. ବିଣ ( 5 ମୀ ତତ୍; ହସ୍ତ+ଚ୍ୟୁତ) — (ଲକ୍ଷଣାର୍ଥ) ଅଧିକାରଚ୍ୟୁତ — [figurative] Slipped out of one's control