ହସ୍ତ ଗ୍ରନ୍ଥି Hasta granthi

  • ସଂ. ବି (ହସ୍ତ+ଗ୍ରନ୍ଥି) — ବିବାହକାଳରେ ବରଙ୍କର ଓ କନ୍ୟାଙ୍କର ଦୁଇ ହାତର ଏକତ୍ର ବନ୍ଧନ କରାଯିବା ପାଇଁ ଦିଆଯିବା କୁଶଗଣ୍ଠି — Knot made of kuṡa grass by which the hands of the bride and bridegroom are tied on the marriage alter