ହସ୍ତ କଣ୍ଡୁ Hasta kandu

  • ଦେ. ବି (ଲକ୍ଷଣାର୍ଥ) — କାର୍ଯ୍ୟ କରିବା ପାଇଁ ବା ଲେଖିବା ପାଇଁ ମନରେ ଜାତ ଅତ୍ୟଧିକ ଉତ୍କଣ୍ଠା — Inordinate desire for the exercise or use of one's hand; (metaphorically) an itching felt in one's hands