ହସି ଖେଳି କୌଣସି କାର୍ୟ୍ୟ କରିବା Hasi kheḻi ka̲u̲ṇasi kārj̄yakaribā

  • ଦେ. କ୍ରି — ମନର ସ୍ଫୁର୍ତ୍ତି ଓ ଆହ୍ଲାଦ ସହିତ କୌଣସି କାର୍ଯ୍ୟ କରିବା — To do any work smilingly or with pleasure
  • ଦେ. କ୍ରି — [ଉ—ହସିଖେଳି ସେହୁ ଗମନ୍ତି ସମୟ, ଜୀବନ ମଣନ୍ତି ମହୋତ୍ସବମୟ—ରାଧାନାଥ, ଚିଲିକା।]