ହସି ଖୁସି Hasi khusi

  • ଦେ. ବି—(ସଂ. ହସିତ ଓ ଆ. ଖୁସି) — ହସ କଉତୁକ; ହସଖେଳ (ଦେଖ) — Hasa Kheḻa (See)
  • ଦେ. ବି—(ସଂ. ହସିତ ଓ ଆ. ଖୁସି) — ହାସ୍ୟ ଓ ଆନନ୍ଦ — Laugh and delight