ହସାହସି Hasahasi

  • ଦେ. ବି ଓ ବିଣ — ସମବେତ ବହୁବ୍ଯକ୍ତିଙ୍କର ହାସ୍ୟ — Laughing of many persons assembled in a place
  • ଦେ. ବି ଓ ବିଣ — ବହୁବାର ହସିବା କ୍ରିୟା — The act of laughing many times
  • ଦେ. ବି ଓ ବିଣ — ପରସ୍ପର ମଧ୍ୟରେ ହସ କୌତୁକ ଯୁକ୍ତ କଥୋପକଥନ — Conversation accompanied with mutual laugh
  • ଦେ. ବି ଓ ବିଣ — [ଉ—ଦୁହେଁ ସେ ପରସ୍ପରେ ହସାହସି ହେଲେ, ବାଲ୍ୟକାଳ ବୃତ୍ତିକି କଥାବାର୍ତ୍ତା ହେଲେ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।]