ହସନ୍ତିକା Hasantikā

  • ସଂ. ବି. ସ୍ତ୍ରୀ (ହସନ୍ତୀ+କ+ସ୍ତ୍ରୀ ଆ) — ଅଙ୍ଗାରଧାନୀ; ଉମ୍ଭେଇ — A fire-pot
  • ସଂ. ବି. ସ୍ତ୍ରୀ (ହସନ୍ତୀ+କ+ସ୍ତ୍ରୀ ଆ) — ମଲ୍ଲିକାବିଶେଷ (ମେଦିନୀ) — A species of J̄aṡminum Sambac