ହସନହେନା Hasan-henā
- ବୈଦେ. ବି (ଆ ହସ୍ନହାନା) — ଫୁଲଗଛବିଶେଷ — A kind of flowering shrub
- ବୈଦେ. ବି (ଆ ହସ୍ନହାନା) — [ଦ୍ର—ଏହା ଗଛମାନ ଝାମ୍ପୁଡ଼ା ବୁଦା ପରି ବହୁ ଶାଖାଯୁକ୍ତ ହୁଏ। ଏଥିରେ ପେନ୍ଥା ପେନ୍ଥା ଫୁଲ ଧରେ, ଫୁଲ ରାତିରେ ଫୁଟି ସୌରଭ ଚାରିଆଡ଼େ ବିସ୍ତାର କରେ। ଫୁଲମାନ ସରୁଆ, ଏକ ଇଞ୍ଚ ଲମ୍ବ, ଶାଗୁଆ ଓ ହଳଦିଆମିଶା ବର୍ଣ୍ଣ; ଏହାର ଆକୃତି ଚିଲମ ପରି।]