ହସ କାନ୍ଦ Hasa kānda

  • ଦେ. ବି (ବିପରୀତାର୍ଥକ ସହଚର) — ଆନନ୍ଦଜନିତ ହାସ୍ୟ ଓ ଦୁଃଖଜନିତ କ୍ରନ୍ଦନ — Laughing and weeping
  • ଦେ. ବି (ବିପରୀତାର୍ଥକ ସହଚର) — ପ୍ରଥମେ ହସିବା ଓ ପରେ କାନ୍ଦିକା ଓ ତତ୍ପରେ ହସିବା କ୍ରମ — Laughing and weeping alternately
  • ଦେ. ବି (ବିପରୀତାର୍ଥକ ସହଚର) — [ଦ୍ର—ଲୌକିକ ବିଶ୍ୱାସ ଯେ, ବହୁତଗୁଡ଼ାଏ ହସିଲେ ପରେ ପୁଣି କାନ୍ଦିବାକୁ ହୁଏ। ଯେତେ ହସ ତେତେ କାନ୍ଦଣା—ଢଗ।]