ହଳୁଆ ପଡ଼ିବା Haḻuā paṟḍ̠ibā

  • ଦେ. କ୍ରି — (ଗାଭୀ) ଋତୁମତୀ ହେବା; ଉଭାର ହେବା — To be in the menses (said of a cow)
  • ଦେ. କ୍ରି — [ଗାଭୀ] ବୃଷ ଦ୍ୱାରା ସହବାସ କରାଯିବା — To be cohabited or crossed by a bull [said of a cow]
  • ଦେ. କ୍ରି — (ପଶୁ ବା ମନୁଷ୍ୟେତର ପ୍ରାଣିମିଥୁନ)—ସଙ୍ଗମରେ ରତ ହେବା — To pair; to mate [said of animals]