ହଳିପ୍ରିୟା Haḻipriyā

  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍) — ରେବତୀ; ବଳରାମଙ୍କ ସ୍ତ୍ରୀ — The wife of Balarāma
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍) — ସରାପ; ମଦିରା; ମଦ (ରାଜନିର୍ଘଣ୍ଟ) — Wine