ହଳା ମୁକୁଳ Haḻā mukuḻa
- ଦେ. ବି. — କଟାଳିମାନେ ବିଲରୁ ଧାନହଳାମାନଆଣି ଖଳାରେ ବାହିଆ କରିବା ପରେ କ୍ଷେତ୍ରସ୍ୱାମୀ ଯାହାଦ୍ୱାରା ଯାହା କଟା ହୋଇଥିବା ହଳାମାନ ସୁମାରି କରି କଟାଳିମାନଙ୍କୁ ସେମାନଙ୍କ ପାରିଶ୍ରମିକ ବା ମୂଲ ସ୍ୱରୂପ ହଳାର ଅଂଶ (ଯଥା— କୋଠିଆ କାଟିଥିବା 10 ଟା ହଳା ବା ସାଧାରଣ ମୂଲିଆ କାଟିଥିବା 12 ଟା ହଳା ମଧ୍ୟରୁ ପାରିଶ୍ରମିକ ସ୍ୱରୂପ ଗୋଟିଏ ହଳା) ଦେବାରୂପ କାର୍ଯ୍ୟ — କଟାଳିମାନେ ବିଲରୁ ଧାନହଳାମାନଆଣି ଖଳାରେ ବାହିଆ କରିବା ପରେ କ୍ଷେତ୍ରସ୍ୱାମୀ ଯାହାଦ୍ୱାରା ଯାହା କଟା ହୋଇଥିବା ହଳାମାନ ସୁମାରି କରି କଟାଳିମାନଙ୍କୁ ସେମାନଙ୍କ ପାରିଶ୍ରମିକ ବା ମୂଲ ସ୍ୱରୂପ ହଳାର ଅଂଶ (ଯଥା— କୋଠିଆ କାଟିଥିବା10ଟା ହଳା ବା ସାଧାରଣ ମୂଲିଆ କାଟିଥିବା12ଟା ହଳା ମଧ୍ୟରୁ ପାରିଶ୍ରମିକ ସ୍ୱରୂପ ଗୋଟିଏ ହଳା) ଦେବାରୂପ କାର୍ଯ୍ୟ—The act of counting the paddy sheaves cut by different reapers and giving them a definite share out of the number of sheaves according to customary rate