ହଳା ମଳିବା Haḻā maḻibā

  • ଦେ. କ୍ରି — ଧାନ ଅଲଗା କରିବାପାଇଁ ଧାନହଳାକୁ ମନୁଷ୍ୟ ଗୋଡ଼ରେ ଚକଟିବା — To tread on the sheaves of paddy to separate the paddy grains from the ears