ହଳା ମକଚା Haḻā makachā

  • ଦେ. ବି. — ଧାନହଳାରୁ ଧାନ ଅଲଗା କରିବାକୁ ତାକୁ ବେଙ୍ଗଳା ନ ପକାଇ ହଳା ବନ୍ଧା ହୋଇ ଥିବା ଅବସ୍ଥାରେ ତାହାର ଅଗକୁ ଗୋଡ଼ରେ ଦଳିବା କର୍ମ — The act of treading on the ears of paddy with the feet to separate the grains therefrom instead of having them trodden by bullocks