ହଳା ବାଡ଼େଇବା Haḻā baṟḍ̠eibā
- ଦେ. କ୍ରି — ଧାନକୁ ପୃଥକ୍ କରିବାପାଇଁ ହଳାକୁ ବେଙ୍ଗଳା ନ ପକାଇ କିମ୍ବା ଗୋଡ଼ରେ ନ ମଚକି ହଳାର ମୂଳପାଖକୁ ଧରି ଗୋଟିଏ ପଟା ଉପରେ ହଳାର ଅଗ ପାଖକୁ ପିଟିବା — To strike the upper end of a sheaf of paddy on a log of wood to separate the grains from the straw