ହଳା ବଧାର କରିବା Haḻābadhāra karibā

  • ଦେ. କ୍ରି — ଧାନକଟାଳିମାନେ ବିଲରୁ ଧାନକାଟି ହଳା ବାନ୍ଧି ଖଳାକୁ ଆଣିବାପରେ ହଳା ମୁକୁଳା ହେବା ପୂର୍ବରୁ (ଅର୍ଥାତ୍ କଟାଳିମାନେ ତାଙ୍କ ପ୍ରାପ୍ୟ ଅଂଶ ପାଇବା ପୂର୍ବରୁ) ଚିହ୍ନଟ ସକାଶେ ନିଜ ନିଜର କଟା ହଳାବିଡ଼ାମାନଙ୍କୁ ଏକତ୍ର ଗଦା ମାରିବା — To make or arrange the sheaves (cut by a particular reaper) into one heap before they are counted by the owner