ହଳହଳା ବିଷ Haḻahaḻā bisha
- ଦେ. ବି. (ସଂ. ହଳାହଳ) — ହଳାହଳ — Very fatal poison
- ଦେ. ବି. (ସଂ. ହଳାହଳ) — ହଳାହଳପରି ଅଗ୍ରାହ୍ୟ ବା ଅଖାଦ୍ୟ ବସ୍ତୁ — Unacceptable and uneatable article like fatal poison
- ଦେ. ବି. (ସଂ. ହଳାହଳ) — (ଯଥା— ଦିଅଁଙ୍କ ଅମ୍ହୁଣିଆ ବା ଦେବସ୍ୱ ହଳାହଳ ବିଷ ଅଟେ। [ଅର୍ଥାତ୍ ଏହାକୁ ଯେ ଖାଇବ, ସେ ମରିବ]।