ହଳଭୂତି Haḻabhūti

  • ସଂ. ବି. — (ହଳ+ଭୂ ଧାତୁ+ଭାବ ତି)—କୃଷିକର୍ମ — Agriculture; husbandry
  • ସଂ. ବି. — ଶଙ୍କରାଚାର୍ଯ୍ୟଙ୍କ ଏକ ନାମ (ହି. ଶ.) — A name of Saṅkarāchārj̄ya