ହଳଧର ଦାସ Haḻadhara dāsa

  • ଦେ. ବି. (ନାମ) — ଜନୈକ ସଂସ୍କୃତଜ୍ଞ ଓଡ଼ିଆ ପଣ୍ଡିତ — The name of a Sanskritist Oria
  • ଦେ. ବି. (ନାମ) — [ଦ୍ର—ଏ ଜାତିରେ କରଣ ଓ ବୈଷ୍ଣବଧର୍ମାଲମ୍ବୀ ଥିଲେ। ପୁରୁଷୋତ୍ତମ କ୍ଷେତ୍ର କବିଙ୍କର ଜନ୍ମଭୁମି। ସଂସ୍କୃତରେ ଏ ହଳଧର କାରିକା ନାମକ ଖଣ୍ଡଏ ଗ୍ରନ୍ଥ ରଚନା କରିଥିଲେ। ଏ ମଧ୍ୟ ମୂଳସଂସ୍କୃତରୁ ଓଡ଼ିଆ ଭାଷାରେ ଅନୁବାଦ କରି ଅଧ୍ୟାତ୍ମ ରାମାୟଣ ଲେଖିଛନ୍ତି—ତାରିଣୀ, ଉ. ସା. ଇତିହାସ]