ହଳଦିଆ Haḻadiā
- ଦେ. ବିଣ— (ସଂ. ହରିଦ୍ରାଭ) — ହରିଦ୍ରାବର୍ଣ୍ଣବିଶିଷ୍ଟ — Yellow
- ଦେ. ବିଣ— (ସଂ. ହରିଦ୍ରାଭ) — ହରିଦ୍ରାରଞ୍ଜିତ — Dyed with turmeric
- ଦେ. ବିଣ— (ସଂ. ହରିଦ୍ରାଭ) — ହଳଦିସ୍ୱାଦଯୁକ୍ତ — Having the taste of turmeric
- ଦେ. ବିଣ— (ସଂ. ହରିଦ୍ରାଭ) — ଯେଉଁ ତିଅଣରେ ଉପଯୁକ୍ତ ପରିମିତ ହଳଦି ଅପେକ୍ଷା ବେଶି ହଳଦି ଦିଆଯାଇଥାଏ — (Curry) In which more than the requisite quantity of turmeric has been administered
- ଦେ. ବିଣ— (ସଂ. ହରିଦ୍ରାଭ) — (ଉ—କକେଇ! ଭାତ ହେଲା ଲକେଇ, ତିଅଣ ହେଲା ହଳଦିଆ, ଖୁଡ଼ୀକି ନେଲା ବଳଦିଆ—ଶିଶୁ ଗୀତ।)
- ଦେ. ବିଣ— (ସଂ. ହରିଦ୍ରାଭ) — (ସଂ ହଳ+ଦା ଧାତୁରୁ)—ଯେଉଁ ଜମିକୁ ହଳ ଦିଆ ଯାଇଥାଏ; ଯେଉଁ ଜମିରେ ହଳ ବୁଲିଥାଏ; ହଳଦ୍ୱାରା କର୍ଷିତ — Floughed land
- ଦେ. ବି. (ସଂ ହରିଦ୍ରା) — ପୀତକାମଳ ରୋଗ — Jaundice
- ଦେ. ବି. (ସଂ ହରିଦ୍ରା) — [ଦ୍ର—ଏହି ରୋଗରେ ଆଖି, ଦେହର ଚର୍ମ, ମୂତ୍ର ଓ ପୁରୀଷ ହରିଦ୍ରାଭ ଦେଖାଯାଏ। ରୋଗୀ ଯେଉଁଆଡ଼କୁ ଚାହାନ୍ତି ସେ ଦିଗର ସବୁ ପଦାର୍ଥ ତାଙ୍କୁ ହଳଦିଆ ଦେଖାଯାଏ।]
- ଦେ. ବି. (ସଂ ହରିଦ୍ରା) — (ନାମ) ଖୋରଧାର ଗୋଟିଏ ଗ୍ରାମ — The name of a valliage in Khurda
- ଦେ. ବି. (ସଂ ହରିଦ୍ରା) — [ଦ୍ର—ଏଠାରେ ଉତ୍କଳର ରାଜବଂଶୀୟ 'ଭଞ୍ଜ' ଉପାଧିଧାରୀ ଗୁଡ଼ିଏ କ୍ଷତ୍ରିୟ ବାସ କରନ୍ତି।]
- ଦେ. ବି. (ସଂ ହରିଦ୍ରା) — (ସଂ. ହଳ + ଦା ଧାତୁରୁ]—ଜମିକୁ ହଳ ଦେବା ବା ଜମିରେ ହଳ ବୁଲାଇବା କର୍ମ — The ploughing of a field
- ପ୍ରାଦେ (ପୁରୀ) ବି — ଓଲାଉଠା; ବିସୂଚିକା — Cholera