ହଳଦିଆ ପତ୍ର ପଠାହବା Haḻadiā patra paṭhā habā
- ଦେ. ବି — ବାଲ୍ୟ ବିବାହିତା କନ୍ୟାର ପିତୃ ଗୃହରେ ପ୍ରଥମ ରଜୋଦର୍ଶନ ହେଲେ ଏହି ସମ୍ବାଦ ହଳଦିଲଗା ତାଳପତ୍ରରେ ଲେଖାଯାଇ, ପିତୃଗୃହରୁ ସ୍ୱାମୀଗୃହକୁ ପ୍ରେରିତ ହେବା — The sending of news of the first menses of a girl-wife by her father's men by means of palm leaf dyed with turmeric, to her husband's place