ହଳଦିଆ ପତ୍ର Haḻadiā patra
- ଦେ. ବ— (ସଂ ହରିଦ୍ରା + ପତ୍ର) — ବାଲ୍ୟବିବାହିତା କନ୍ୟାର ପିତୃ ଗୃହରେ ପ୍ରଥମ ରଜୋଦର୍ଶନ ହେଲେ ଯେଉଁ ହଳଦିବୋଳା ତାଳ ପତ୍ରରେ ଏ ସମ୍ବାଦ ସ୍ୱାମୀଙ୍କ ଗୃହକୁ ପ୍ରେରିତ ହୁଏ — A palm leaf besmeared with turmeric paste in which the news of the first menses of girl-wife staying at her father's house before puberty is written and sent to her husband's family