ହଳଦି ମଳକୁଟି, ହଳଦି ମଳୁକୁଟି Haḻadi maḻa(u)kuṭi
- (ସଂ ହରିଦ୍ରା+ମଳ+କୀଟ୍ଟ) — ଦେହରେ ବଟା ହଳଦି ବୋଳା ହେବା ପରେ ତାହା ଟିକିଏ ଶୁଖିଗଲେ ଦେହରେ ହାତ ଘଷି ତାହାକୁ ଉପାଡ଼ିଦେଲେ ଦେହରୁ ଖସିପଡ଼ିବା ମଳମିଶ୍ରିତ ହଳଦି — Dried rolls of turmeric paste rubbed off from the body of a person who has been anointed with turmeric paste