ହଳଦି ବସନ୍ତ Haḻadi basanta
- ଦେ. ବି. (ସଂ. ହରିଦ୍ରା ଓ ବସନ୍ତ) — ହଳଦିଆ ରଙ୍ଗର ପାଟ ଖଦି — Yellow silk cloth
- ଦେ. ବି. (ସଂ. ହରିଦ୍ରା ଓ ବସନ୍ତ) — ବଣିଜାତୀୟ ଶାଖାଚାରୀ ବର୍ଗର ହଳଦିଆ ପକ୍ଷି ବିଶେଷ — Barllet bird
- ଦେ. ବି. (ସଂ. ହରିଦ୍ରା ଓ ବସନ୍ତ) — [ଦ୍ର—ଏମାନେ ତିନି ପ୍ରକାରର— 1 । ବଡ଼ ହଳଦିବସନ୍ତ—ଦୀର୍ଘରେ 12 ଆଙ୍ଗୁଳ; ଏମାନଙ୍କ ଦେହ ତୋଫା ହଳଦିଆ ଓ ବେକ— ଠାରୁ ମୁଣ୍ଡ ପର୍ଯ୍ୟନ୍ତ ନୀଳାଭ କଜଳକଳା। ଏମାନଙ୍କର ଧ୍ୱନି ଓଡ଼ିଆରେ "ସୀତା। କୋକ ଲୋ।"କୁ ବଙ୍ଗାଳୀମାନେ "ଗୁହସ୍ତେର ଖୋକା ହଉକ୍" ବାକ୍ୟ ସଙ୍ଗେ ତୁଳନା କରନ୍ତି। — [ଦ୍ର—ଏମାନେ ତିନି ପ୍ରକାରର—1 ବଡ଼ ହଳଦିବସନ୍ତ—ଦୀର୍ଘରେ12ଆଙ୍ଗୁଳ; ଏମାନଙ୍କ ଦେହ ତୋଫା ହଳଦିଆ ଓ ବେକ— ଠାରୁ ମୁଣ୍ଡ ପର୍ଯ୍ୟନ୍ତ ନୀଳାଭ କଜଳକଳା ଏମାନଙ୍କର ଧ୍ୱନି ଓଡ଼ିଆରେ "ସୀତା କୋକ ଲୋ"କୁ ବଙ୍ଗାଳୀମାନେ "ଗୁହସ୍ତେର ଖୋକା ହଉକ୍" ବାକ୍ୟ ସଙ୍ଗେ ତୁଳନା କରନ୍ତି
- ଦେ. ବି. (ସଂ. ହରିଦ୍ରା ଓ ବସନ୍ତ) — ଓଡ଼ିଶାରେ ପ୍ରବାଦ ଅଛି ଯେ, ବାଲ୍ୟକାଳରେ ଜନକ ମନ୍ଦିରରେ ସୀତା ଏହି ଚଢ଼େଇକୁ ଦେଖି ହଳଦି ଲଗାଇବା ବେଳେ ଭାରି ଅବୁଝା ହୋଇ କାନ୍ଦିବାରୁ ମୁଦୁସୁଲି ଏ ଚଢ଼େଇଟିକି ଧରି ଆଣିଦେଲା ଓ ଏ ପକ୍ଷୀକୁ ସୀତା ଧରିବାରୁ ତାଙ୍କ ହାତର ହଳଦି ଓ ଆଖିର କଜଳ ଯଥାକ୍ରମେ ଏହାର ଦେହରେ ଓ ମୁଣ୍ଡରେ ଲାଗିଯିବାରୁ ଏହାର ବଂଶଧର ମାନେ ଏହି ବର୍ଣ୍ଣଧାରଣ କଲେ। ଏ ପକ୍ଷୀ "ସୀତା! କୋକ ଲୋ!" ଏହି ଧ୍ୱନି କରି ସୀତାଙ୍କୁ ଡରାଇ ଦେବାରୁ ସୀତା ତୁନି ହୋଇଗଲେ। ଏହାର ଆଉ ଏକ ପ୍ରକାର ଡାକ "କୁକ୍ କୁକ୍ କୁକ୍!" — Cyanops Asiatica
- ଦେ. ବି. (ସଂ. ହରିଦ୍ରା ଓ ବସନ୍ତ) — ଛୋଟ ହଳଦିବସନ୍ତ—ଲମ୍ବ 8 ଆଙ୍ଗୁଳ; ଚଞ୍ଚୁ କଳା, ମୁଣ୍ଡ କୃଷ୍ଣାଭ ରକ୍ତବର୍ଣ୍ଣ; ଗ୍ରୀଷ୍ଣକାଳରେ ରାବେ "କୁକ୍ କୁକ୍ କୁକ୍।" — ଛୋଟ ହଳଦିବସନ୍ତ—ଲମ୍ବ8ଆଙ୍ଗୁଳ; ଚଞ୍ଚୁ କଳା, ମୁଣ୍ଡ କୃଷ୍ଣାଭ ରକ୍ତବର୍ଣ୍ଣ; ଗ୍ରୀଷ୍ଣକାଳରେ ରାବେ "କୁକ୍ କୁକ୍ କୁକ୍"Antholoema Halmato cappalia
- ଦେ. ବି. (ସଂ. ହରିଦ୍ରା ଓ ବସନ୍ତ) — ଏହା ଲମ୍ବରେ 13।14 ଆଙ୍ଗୁଳ, ଶସ୍ୟବୀଜ ଓ ବଟ ଫଳ ଖାଏ। ଏହାର ଡାକ "କୁଟୁର୍ କୁଟୁର୍।" — ଏହା ଲମ୍ବରେ114ଆଙ୍ଗୁଳ, ଶସ୍ୟବୀଜ ଓ ବଟ ଫଳ ଖାଏ ଏହାର ଡାକ "କୁଟୁର୍ କୁଟୁର୍"Thereiceryx Zeylanicas]