ହଳଦି ଘାଟ Haḻadi ghāṭa

  • ଦେ. ବି. (ନାମ) — ରାଜପୁତାନା ଅନ୍ତର୍ଗତ ମେବାରର ପ୍ରସିଦ୍ଧ ଗିରିପଥ ଓ ଯୁଦ୍ଧକ୍ଷେତ୍ର — Name of a famous-mountain pass and battle-field in Mewar
  • ଦେ. ବି. (ନାମ) — [ଦ୍ର—ଏଠାରେ ରାଣା ପ୍ରତାପସିଂହ ଆକବରଙ୍କ ସେନାପତି ମାନସିଂହଙ୍କ ଦ୍ୱାରା ପରାସ୍ତ ହୋଇ ଥିଲେ। ପ୍ରତାପଙ୍କ ଘୋଡ଼ା ନିହତ ହେବାରୁ ଆକବରଙ୍କ ପକ୍ଷାବଲମ୍ବୀ ପ୍ରତାପଙ୍କ ଭାଇ ଶାକ୍ତସିଂହ ତାଙ୍କୁ ଗୋଟିଏ ଘୋଡ଼ା ଦେବାରୁ ପ୍ରତାପ ପଳାଇଗଲେ ଓ ପରେ ଯୁଦ୍ଧରେ ଜୟୀ ହୋଇ ମୋବାର ରାଜ୍ୟକୁ ଜିଣି ଉଦୟପୁରରେ 1580 ଖ୍ରୀଷ୍ଟାବ୍ଦରେ ରାଜଧାନୀ ସ୍ଥାପନକଲେ।] — [ଦ୍ର—ଏଠାରେ ରାଣା ପ୍ରତାପସିଂହ ଆକବରଙ୍କ ସେନାପତି ମାନସିଂହଙ୍କ ଦ୍ୱାରା ପରାସ୍ତ ହୋଇ ଥିଲେ ପ୍ରତାପଙ୍କ ଘୋଡ଼ା ନିହତ ହେବାରୁ ଆକବରଙ୍କ ପକ୍ଷାବଲମ୍ବୀ ପ୍ରତାପଙ୍କ ଭାଇ ଶାକ୍ତସିଂହ ତାଙ୍କୁ ଗୋଟିଏ ଘୋଡ଼ା ଦେବାରୁ ପ୍ରତାପ ପଳାଇଗଲେ ଓ ପରେ ଯୁଦ୍ଧରେ ଜୟୀ ହୋଇ ମୋବାର ରାଜ୍ୟକୁ ଜିଣି ଉଦୟପୁରରେ1580ଖ୍ରୀଷ୍ଟାବ୍ଦରେ ରାଜଧାନୀ ସ୍ଥାପନକଲେ]