ହଳଦି ଗର୍ଗର୍ Haḻadi gargar

  • ଦେ. ବିଣ—(ସଂ. ହରିଦ୍ରା ଓ ଜର୍ଜର) — ବିଶେଷ ପରିମାଣରେ ହଳଦି ବୋଳା ହୋଇଥିବାରୁ ଅତ୍ୟନ୍ତ ହଳଦିଆ ଦେଖା ଯାଉଥିବା (ଦେହ) — Excessively annointed with turmeric paste
  • ଦେ. ବିଣ—(ସଂ. ହରିଦ୍ରା ଓ ଜର୍ଜର) — [ଉ—ହଳଦି ଗରଗର, ଦିଶୁଚି କଳେବର—ସଂଗୀତ।]
  • ଦେ. ବିଣ—(ସଂ. ହରିଦ୍ରା ଓ ଜର୍ଜର) — ହଳଦିଆ ରଙ୍ଗରେ ବିଶେଷ ଭାବରେ ରଞ୍ଜିତ — Excessively dyed with yellow
  • ଦେ. ବିଣ—(ସଂ. ହରିଦ୍ରା ଓ ଜର୍ଜର) — [ଦ୍ର—ହଳଦି ଲଗାଇଥିବା ପିଲାଙ୍କୁ କାଖେଇବା ଓ ହରିଦ୍ରାରଞ୍ଜିତା ସ୍ତ୍ରୀଙ୍କୁ ଆଲିଙ୍ଗନାଦି କରିଥିବା ବ୍ଯକ୍ତିଙ୍କ ଲୁଗାପଟା ଓ ପଇତା ହଳଦି ଗରଗର ହୋଇଥାଏ।]