ହଳଦି ଓପାଡ଼ିବା Haḻadi opāṟḍ̠ibā

  • ଦେ. କ୍ରି — ଦେହରେ ବୋଳା ଯାଇଥିବା ବଟା ହଳଦି ଟିକିଏ ଶୁଖିଯିବା ପରେ ସେହି ଲେପକୁ ହାତରେ ମଳିକରି ଦେହରୁ ଛଡ଼ାଇ ଦେବା — To scrape or rub off the dried turmeric paste from the body after it dries up a little