ହଳଗ୍ରାହୀ Haḻagrāhī

  • ସଂ. ବି. ପୁଂ. (ହଳ+ଗ୍ରହ୍ ଧାତୁ+କର୍ତ୍ତୃ ଇନ୍; 1 ମା 1 ବ) — ଯେଉଁ ବ୍ଯକ୍ତି ହଳ ବୁଲାଇବା ପାଇଁ କଣ୍ଟିକୁ ଆପଣା ମୁଠା ଦ୍ୱାରା ଧରେ — Ploughman