ହଳ ଫିଟାଇବା ବେଳ Haḻa phiṭāibā beḻa
- ଦେ. କ୍ରି — ଠିକ୍ ଦ୍ୱିପ୍ରହର ଗଡ଼ିଯିବା ବେଳ — Noon tide; the time just mid-day
- ଦେ. କ୍ରି — [ଦ୍ର—ଯେଉଁ ସମୟରେ ଚାଷୀ କୃଷିକର୍ମ ସ୍ଥଗିତ ରଖି ହଳ ଫିଟାଏ ତାକୁ ହଳଫିଟା ବେଳ ବୋଲାଯାଏ। ସନ୍ଧ୍ୟାବେଳେ ମଧ୍ୟ ଚଷା ହଳ ଫିଟାଏ; କିନ୍ତୁ ଏହି ଶବ୍ଦ କେବଳ ଦ୍ୱିପ୍ରହର ଗଡ଼ିଯିବା ବେଳ ପ୍ରତି ବ୍ଯବହୃତ ହୁଏ।]