ହଳ ଦେବା Haḻa debā

  • ଦେ. କ୍ରି — ହଳ ବୁଲାଇବାପାଇଁ ବିଲକୁ ହଳ ପଠାଇବା — To send ploughs to cultivate a plot of land
  • ଦେ. କ୍ରି — ବିଲକୁ ହଳ ଦ୍ୱାରା ଚାଷ କରିବା — To plough up a land