ହଲ୍ମାର୍କ Hal mārk

  • ବୈଦେ. ବି—(ଇଂ) — ରୂପାର ବା ସୁନାର ବିଶୁଦ୍ଧ ଥିବାରୁ ନିଦର୍ଶନ ସ୍ୱରୂପ ସୁନା ବା ରୂପା ଖଣ୍ଡ ଉପରେ ମରାଯାଇଥିବା ସରକାରୀ ଛାପା ବା ମୋହର। — Hall mark on gold or silver