ହଲ୍ଭେଟି Hal-bheṭi

  • ପ୍ରାଦେ (ସମ୍ବଲପୁର) ବି — ପ୍ରତିବର୍ଷ ମାଫିଦାରଙ୍କ ବା ଗଉନ୍ତିଆମାନଙ୍କ ଜମି ଚାଷ କରିବା ପାଇଁ ପ୍ରଜାର ଗୋଟିଏ ହଳ ମାଗଣା ଯୋଗାଇବା ବେଠି — Ploughing by each rayat of his mafidar's or Gauntiās land on beṭhi system