ହଲ୍ଟିଙ୍ଗ୍ ଫିସ୍ Halṭiṅg phis

  • ବୈଦେ. ବି (ଇଂ) — ଗସ୍ତ କରୁଥିବା କୌଣସି କାର୍ଯ୍ୟୋପଲକ୍ଷରେ କୌଣସି ସ୍ଥାନରେ ରହଣିକଲେ ସେଥି ପାଇଁ ଦୈନିକ ଯେଉଁ ଭତ୍ତା ପାଆନ୍ତି — Halting charge; halting fees of touring officers