ହଲେଇ ମାର Halei māra

  • ଦେ. ଅ — ସବାରିବେହେରାଙ୍କ ଡାକବିଶେଷ — A term used by palki-bearers
  • ଦେ. ଅ — [ଦ୍ର—ଏ ଡାକଦ୍ୱାରା ପଛରେ କାନ୍ଧେଇଥିବା ବେହେରା— ମାନଙ୍କୁ ଅଙ୍ଗ ସଞ୍ଚାଳନ ଓ ବଳପ୍ରକାଶ କରିବାକୁ ଆଗର ବେହେରାମାନେ ଡାକନ୍ତି।]