ହଲିଲା ପାଣିକୁ ଗୋଡ଼ ନ ବଢ଼େଇବା Haḻilā paṇiku goṟḍ̠a na baṟḍ̠ẖāibā

  • ଦେ. କ୍ରି — (ଲକ୍ଷାଣାର୍ଥ) ସମାନ୍ୟ ମାତ୍ର ଅଶାନ୍ତି ବା ଗୋଳମାଳରେ ସମ୍ପର୍କ ନ ରଖିବା — Not to put one's legs into troubled water
  • ଦେ. କ୍ରି — [ଦ୍ର—ଏହା ଅତ୍ୟନ୍ତ ଶାନ୍ତ ପ୍ରକୃତିକ ଲୋକର ଲକ୍ଷଣ]