ହଲାଲ୍ ଖୋର୍ Halāl khor

  • ବେଦେ. ବିଣ — (ଆ) ମୁସଲମାନ୍ ଶାସ୍ତ୍ରମତରେ ପବିତ୍ର ଓ ହଲାଲ କରାଯାଇଥିବା ପଶୁ ପକ୍ଷୀଙ୍କ ମାଂସାହାରୀ (ବ୍ଯକ୍ତି) — (A person partaking of the meat of beasts and birds killed according to Koranic rites
  • ବି — (ହିନ୍ଦୁମାନଙ୍କ ବ୍ଯବହୃତଶବ୍ଦ)—ମୁସଲମାନ୍ — (term used by Hindus) A Mahomedan
  • ବି — [ଦ୍ର— ମୁସଲମାନ୍ମାନଙ୍କ ଦୃଷ୍ଟିରେ ହଲାର୍ ପବିତ୍ର କାର୍ଯ୍ୟ; ମାତ୍ର ହିନ୍ଦୁମାନଙ୍କ ଦୃଷ୍ଟିରେ ଏହା ଗ୍ଳାନି ସ୍ୱରୂପ ବିବେଚିତ ହୁଏ।
  • ବି — ପବିତ୍ର ମାଂସ ଖାଦକବ୍ଯକ୍ତି — A person who partakes of meat duly offered to God and sacrificed