ହଲହଲିୟା Halahaliyā
- ଦେ. ବିଣ. — ହୁଗୁଳା — Slack
- ଦେ. ବିଣ. — ବିଚଳିତ; କମ୍ପମାନ — Shaking
- ଦେ. ବିଣ. — ଲହକା — Very thin and long
- ଦେ. ବି — ଲହକା ବସ୍ତୁ — A thin and long thing
- ଦେ. ବି — [ଦ୍ର—ଲୋକେ ଗାଳି ଦେଲାବେଳେ କହନ୍ତି—'ରହିଥା' ତୋଠେଇଁ ଗୋଟାଏ ହଲହଲିଆ ପୂରେଇ ଦେବି=ତତେ ବିପନ୍ନ ବା ବିବ୍ରତ କରିବି।]