ହଲର୍ ହଲର୍ Halar halar
- ଦେ. ବିଣ — ହୁଗୁଳା ହୋଇ ହଲୁଥିବା; ଯାହା (ଖୁଣ୍ଟି ଇତ୍ୟାଦି) ଛିଦ୍ରରେ ଦୃଢ଼ରୂପେ ନ ରହି ହୁଗୁଳା ବା ଇତସ୍ତତଃ ଚାଳିତ ହେଉଥାଏ — Slackened (e.g. a pin in a big hole); not tightly set; shaking on account of slackness
- ଦେ. ବିଣ — ଶିଥିଳବନ୍ଧନ — Loosened; slackened
- ଦେ. ବିଣ — (ଯଥା—ମୋ ଦାନ୍ତଗୁଡ଼ିକ ହଲର ହଲର ହେଉଛି)