ହଲପ୍ ମାନିବା Halap mānibā

  • ଦେ. କ୍ରି—(କଚିରିଆ) — ଅପର ପକ୍ଷ ନିର୍ଭର ହଲପ କରି ବା ବିଶେଷ ହଲପ ଧରି ଯାହା କହିଯିବେ ତହିଁରେ ଏକପକ୍ଷ ବାଧ୍ୟ ହେବେ ବୋଲି ସ୍ୱୀକାର କରି ଅଦା— ଲତରେ ଅପର ପକ୍ଷଙ୍କୁ ସାକ୍ଷୀ ମାନିବା — To call upon the other side to make a statement on special oath