ହଲପ୍ ପଢ଼ିବା Halap paṟḍ̠ẖibā

  • ଦେ. କ୍ରି—(କଚିରିଆ) ଅଦାଲତରେ ସାକ୍ଷ୍ୟ ଦେବା ବ୍ଯକ୍ତିଙ୍କୁ ଉଚ୍ଚାରଣ କରିବାପାଇଁ ଲିପିବଦ୍ଧ ଶପଥ ବାକ୍ୟକୁ ପାଠ କରିବା — To read the formula for taking oath