ହଲପ୍ ନାମା Halap nāmā
- ବୈଦେ. ବି (ଫା)—(କଚିରିଆ) — ସାକ୍ଷୀ ଅଦାଲତରେ ସାକ୍ଷ୍ୟ ଦେବା ପୂର୍ବରୁ ଯେଉଁ ଶପଥ ବାକ୍ୟ ବୋଲନ୍ତି, ତାହା ଯେଉଁ କାଗଜରେ ଲେଖାଯାଏ — A paper on which the formula for a witness taking oath is written and which a witness reads out before beginning his deposition