ହଲପ୍ ଛୁଇଁବା Halap chhuiñbā

  • ଦେ. କ୍ରି — ଶପଥ କରିବା ଉପଲକ୍ଷରେ ଦେବତାଙ୍କ ମହାପ୍ରସାଦ, ମାଳଚୂଳ, ଧର୍ମପୁସ୍ତକ, ଗଙ୍ଗାଜଳ, ତମ୍ବା, ତୁଳସୀ, ଶାଳଗ୍ରାମ ଆଦି ସ୍ପର୍ଶ କରିବା — To touch holy things before making a statement on oath