ହରଡ଼ ବେଙ୍ଗା Haraṟḍ̠a beṅgā

  • ଗ୍ରା. ଅ — କେଳାମାନେ 'ହାବୁଡ଼ା ଖେଳ' ଖେଳିବା ସମୟରେ ଉଚ୍ଚାରଣ କରିବା ନିରର୍ଥକ ବାକ୍ୟ — An expression used by the Keḻā's while playing 'Hābuṟḍ̠ā'
  • ଗ୍ରା. ଅ — (ଉ—ହରଡ଼ ହରଡ଼ ବେଙ୍ଗା, ଷାଠିଏ ଟଙ୍କା ଦେଙ୍ଗା, ତୋ ଗାଈକି ନେଙ୍ଗା, ବାଟରେ ବାଟେଇ ପଚାରିଦେଲେ ଭୁରୁଡ଼ୁ ବତେଇ ଦେଙ୍ଗା। ହାବୁଡ଼ା ଗୀତ।)