ହରଡ଼ ଫାଳିଆ Haraṟḍ̠a phāḻiā

  • ଦେ. ବିଣ — ଆକୃତିରେ ହରଡ଼ଫାଳ ପରି ଚେପଟା — Looking like split pigeon-pea
  • ଦେ. ବିଣ — [ଦ୍ର—ଯେଉଁ ହାରରେ ହରଡ଼ଫାଳପରି ସୁନାର ଚେପଟା କଣ୍ଠିମାନ ଗୁନ୍ଥା ହୋଇଥାଏ ତାକୁ ଓଡ଼ିଆରେ ହରଡ଼ଫାଳିଆ ହାର କହନ୍ତି।]