ହରଡ଼ ଘୁମା Haraṟḍ̠a ghumā

  • ଦେ. ବି — ଘଟର ଘୁମା, ଏକପ୍ରକାର ପକ୍ଷୀ — A bird; Pitta Coronata
  • ଦେ. ବି — [ଦ୍ର—ଏମାନଙ୍କ ବର୍ଣ୍ଣ ପାଉଁଶିଆଁ ଓ ଏମାନେ ଆକାରରେ ବଣି ଚଢ଼େଇ ପରି। ଏମାନେ ପୋକଯୋକ ଖାଆନ୍ତି ଓ ହୁଁ ହାଁ ଶବ୍ଦ କରନ୍ତି।]